watch sexy videos at nza-vids!
OdiaXxxStory
ମିଲୁ ର ପବିତ୍ର ପ୍ରେମ ଦୈହିକ ସମ୍ପର୍କ ର ରୂପ ନେଲା_
ନମଷ୍କାର ମୁଁ ମିଲୁ… ମୁଁ ଆପଣଙ୍କୁ ଏମିଟି ଏକ କାହାଣୀ କହିବି ଯାହା ମୋ ଜୀବନର ମୋଡ଼କୁ ବଦଲେଇ ଦେଲା. ମୋ ଘର ଯାଜପୁର ଠାରୁ ପାଖାପାଖି ୪୦କିଲୋମିଟର ଦୂର ଏକ ମଫସଲ ଗାଁର ଏକ ଗରିବ ଘରେ ଜନ୍ମ. ମୋର ପ୍ରେମ ଆରମ୍ଭ ଗାଁର ଜଣେ ଧନୀ ଲୋକ ଜିଏକି ଗର୍ବ ଅହଂକାର ରୁ ଦିନ କଟେ ତାର ଗୋଟିଏ ବୋଲି ଏତି ଗେଲୀ ଝିଅ ଲିମା ସହ . ଲିମା ଦେଖିବାକୁ ବହୁତ ସୁନ୍ଦର କହିବାକୁ ଗଲେ ସେ ଆମ ଗାଁର ଗୋଟେ ଅପସରୀ. ଦେଖିବାକୁ ପୁରା ଗୋରା ଗୋଟିଏ ଚାଉଳରେ ଗଢା, ୩୪-୩୦-୩୨ ତାର ଫିଗର୍ ସାଈଜ୍. ସେ ଯେତେବେଳେ ନବମ୍ ଶ୍ରେଣୀ ପଢୁଥିଲା ସେବେଠୁ ମୁଁ ତା ପ୍ରେମରେ ପଢିଯାଇଥିଲି. ସେ ଯେତେବେଳେ ସ୍କୁଲ ଯାଏ ମୁଁ ତାକୁ ସବୁଦିନ ଗାଁ ମୁଣ୍ଡରେ ଠିଆ ହୋଇ ତାକୁ ଦେଖୁଥିଲି. ଏମିତି ଦେଖା ଦେଖିରେ ତାର ଦଶମ ଶ୍ରେଣୀ ପରୀକ୍ଷା ସରିଗଲା. ଦୁଇ ବର୍ଷରେ ବହୁତ କଷ୍ଟ ପାଇଥିଲି ସବୁଦିନ ଭାବୁଥିଲି କେମିତି କହିବି ହେଲେ ତା ଫ୍ୟାମିଳି ଗାଁର ଏକ ପ୍ରଭାବଶାଳି ଥିବାରୁ ଡରେ କହିପାରୁନଥିଲି. ତାକୁ ମନ କଥା କହିନପାରି ସବୁଦିନ ଜଳି ଜଳି ମରୁଥିଲି. ତାର ଦଶମ ଶ୍ରେଣୀ ସରିବା ପରେ ତା ବାପା ତାକୁ ଭୁବନେଶ୍ବରରେ ରେଷିଡେଣ୍ଟ କଳେଜରେ ଆଡମିଷନ୍ କରିଦେଲେ. ଥରେ ସେ ଗାଁକୁ ଆସିଥାଏ ସେଦିନ ତାର ଗାଁ ସାଂଗ ଭଉଣୀର ବାହାଘରକୁ ଯାଇଥାଏ,ସେଇଠି ତାର ଜଣେ ସାଂଗ କୁ କହିଲି ମୋ କଥା କହିବାକୁ, ତା ସାଂଗ ତାକୁ ମୋ କଥା ସବୁ କହିଲା ସେ କିନ୍ତୁ ମୋ କଥା ସୁଣିକି ରାଗିଗଲା କହିଲା ସେଇଟା ଅଭଦ୍ର ଛତରା ପିଲା କୁ ମନା କରିଦବୁ ମୋ ପଛରେ ନପଡିବାକୁ. ତା କଥା ସୁଣି ମୋ ମନ ଦୂଃଖ ହେଲା କିନ୍ତୁ ବିସ୍ବାଶ ରଖିଲି ଦିନେ ସେ ରାଜି ହବ ବୋଲି. ବାହଘର ସରିବାପରେ ସେ ଭୁବନେସ୍ବର ପଲେଇଲା.

ସେ ଯିବା ପରେ ମୋ ଦିନ ଗୁଡା ତା କଥା ଭାବି ଭାବି କଟୁଥିଲା. ହଠାତ ଦିନେ ମୁଁ ଯାଜପୁର ଯାଇଥିଲି ଫେରିଲାବେଳେ ଲିମାର ଜଣେ ସାଂଗ ପୂଜା ସହ ଦେଖାହେଲା ମୁଁ ତାକୁ ମୋ ଦୁଃଖ କଥା କହିଲି ପୂଜା ମୋ କଥା ସବୁ ସୁନିଲା ପରେ କହିଲା ଭାଇ ମୁଁ ତାକୁ ତମ ବିଷୟରେ ସବୁ କହିବି , ସେ ସପ୍ତାହକୁ ମୋତେ ଥରେ ଫୋନ୍ କରେ ସେତେବେଳେ ତମ କଥା କହିବିନହେଲେ ଗାଁ କୁ ଆସିଲେ କହିବି, ତାକୁ ପଚାରିଲି ସେ ମୋ ଭଲପାଇବା କଥା କେବେଠୁ ଜାଣିଛି ପୂଜା ଉତ୍ତରରେ କହିଲା ଭାଇ ସେ ତ ତମ କଥା ୯ମ ରୁ ଜାଣିଚି ଆମେ ତାକୁ ତମ ନାଁ ରେ ଚିଡ୍ଉ, ତା ମନରେ ଟିକେ ଟିକେ ଭଲପାଇବ ତମ ପାଇଁ ଅଛି ବୋଧେ, ସେ ତମ ଉପରେ ଏଥି ପାଇଁ ଚିଡେ ତମେ ଯେଉଁ ବେସି ଗାଁ ପିଲାମାନଙ୍କ ସହ ମିଶି ଗାଁ ମୁଣ୍ଡରେ ଖଟି କର ତାକୁ ଏସବୁ ଭଲଲଗେନି, ସେଥିପାଇଁ ସେ ତମକୁ ସେଦିନ ଗାଳି କଲା, ମୁଁ କହିଲି କଣ ତବୋଲି ଏମିତି କହିବା, ( ସତ କହିଲେ ଆମେ ଗାଁରେ ୧୦ ରୁ ୧୨ ଜଣ ପିଲା ଥିଲୁ ଚାକିରି ବାକିରି ତ ନଥିଲା ସେଥିପାଇଁ ସକାଳେ ଏବଂ ସଂଯ ବେଳେ ଗାଁ ମୁଣ୍ଡ ଚଦିନୀରେ ବସି ଖଟି କରୁ ). ତା ହାଇଟ୍ ଟିକେ ଛୋଟ ଯୋଗୁ ଗାଁ ସାଂଗମାନେ ବି ମୋତେ ବହୁତ ଚିଡାନ୍ତି, ଆଉ ବାରଣ କରନ୍ତି ତାକୁ ପାଗଳ ଭଳି ଭଲ ନପାଇବାକୁ କହନ୍ତି – “ ତମ ଘର ଆର୍ଥୀକ ପରିସ୍ତିତି ଯାହା ତା ବାପ କେବେବି ବାହଘର ପାଇଁ ରାଜି ହେବେନି “ ସେମାନଙ୍କ କଥା ନଶୁଣି ଆଜି ବହୁତ ଅନୁତାପ କରୁଚି, ହେଲେ ସେମାନଙ୍କୁ (ବଳିଆ,ହାପି,ବିଜୁ,ସିସୀର୍,ସୁଶୀଳି ଭାଇ,) ଧନ୍ୟବାଦ ଦେବି ସେମାନେ ଅଛନ୍ତି ବୋଲି ମୁଁ ଆଜି ହସ ଖୁସିରେ ବଂଚିପାରୁଚି.
ସବୁ କଥା ପରେବି ମୋ ପ୍ରେମ ଦୀପ କୁ ଜାଳି ମିଳନ ର ମୁହୃତ କୁ ଅପେକ୍ଷା କରିଥିଲି. ସବୁ ଅପେକ୍ଷାର ଅନ୍ତ ଘଟିଲା ସେ ରଜ ଛୁଟିରେ ଘରକୁ ଆସିଥିଲା ହେଳେ ମୁଁ ଜାଣି ନଥିଲି, ମୁଁ ସେଦିନ ମୋ ସାଂଗ ସାଲୁ ନୂଆ cbz ବାଇକ୍ ଆଣିଥିଲା ତା ସହ ଯାଜପୁର ମାର୍କେଟ୍ ରେ ବୁଲୁଥିଲି ହଠାତ୍ ଏକ ଅଜାଣା ନମ୍ବର ରୁ କଲ୍ ଆସିଲା ପ୍ରଥମେ ସେ କିଛି କହିଲା ନାହି ମୁଁ କିଏ ମଜା କରୁଚି ବୋଧେ ଫୋନ୍ କାଟି ଦେଲି, ହେଲେ ସେଇ ନମ୍ବରୁ ଫୁଣି କଲ୍ ଆସିଲା ଧିର୍ ନମ୍ର ସ୍ବର ରେ ସେ କହିଲା ମୁଁ ଲିମା, ତା କଥାକୁ ବିସ୍ବାଶ କରିପାରିଲି ନାହିଁ, ମୁଁ ତାକୁ କହିଲି ପ୍ଲିଜ୍ ସତ କୁହ କିଏ ସେ କହିଲା ସତ ମୁଁ ଲିମା କହି ଫୋନ୍ କାଟି ଦେଲା. ତାପରେ ମୁଁ ମୋ ଆଡ଼ୁ କଲ୍ କଲି ସେ ଫୋନ୍ ରିସିଭ୍ କରି ହେଲୋ କହିଲା ମୁଁ ତାକୁ କହିଲି ହମ୍ କହ କଣ ପାଇଁ କଲ୍ କରିଚୁ ସେ କହିଲା ତମେ ବା ମୋ ଫୋନ୍ ନମ୍ବର ଖୋଜୁଥିଲ ମୁଁ ତୁ କେମିତି ଜାଣିଲୁ ସେ କହିଲା ମୋ ସଂଗାତ କୁ ତମେ ଫୋନ୍ ନମ୍ବ୍ର ମାଗିବ ଆଉ ମୁଁ ଜାଣିପାରିବିନି,

ମୁଁ- ହଉ ଛାଡ୍ ସେ କଥା କଣ କରୁଚୁ ? ( ମୁଁ ସେତେବେଳେ ଜାଣିପାରୁନଥାଏ କଣ କହିବି ବୋଲି )

ଲିମା – ଏମିତି ବସିଥିଲି, ତମେ ମୋତେ କଣ କହିବ ବୋଲି କହୁଥିଲ୍

ମୁଁ – ନାଁ ତ୍

ଲିମା – ପୂଜା କହିଲା ଭାଇ କଣ important କଥା କହିବେ ବୋଲି, ସେଥି ପାଇଁ ମୁଁ ଫୋନ୍ କଲି, ହଉ ମୁଁ ରଖୁଚି ତମେ ତ କିଛି କହିବନି. ( ସେ ମୋତେ ପରୋକ୍ଷ ରେ କହିବା ପାଇଁ ଚାହୁଁଥିଲା କି ମୁଁ ତାକୁ ପ୍ରପୋଜ୍ କରିବା କୁ, ତା କଥା ମୁଁ ଭଲ ଭାବରେ ବୁଝି ସାରିଥିଲି. ମୋତେ ଲାଗୁଥିଲା ଭଗବାନ୍ ବୋଧେ ମୋ ସାହେ ମାନସିକ ପୂରଣ କରିଦେଲେ, ମୋ ଆଖିର ସ୍ବପନ , ଆକଶ ର ଜହନ୍ନ କୁ ମୋ ହାତ ରେ ଦେଇଦେଲେ. )

ମୁଁ- ତାକୁ କହିଲି ହଁ I love you….

ଲିମା- ସେ କହିଲା i love you too…., କହିଲା ଏ ତିନି ପଦ କଥା ପାଇଁ ଏତେ ବର୍ଷ ଲଗେଇଦେଲ

ମୁଁ- ତୁ ତ ମୋତେ ଆଗରୁ ଖରାପ ପିଲା ବୋଲି ଭାବୁଥିଲୁ କେମିତି କହିଥାନ୍ତି

( ମୋ କଥା ସୁନି କାନ୍ଧିଲା )

ମୁଁ- ପ୍ଲିଜ୍ କନ୍ଧେନା ମୋର ଭୁଲ୍ ହୋଇଗଲା

ଲିମା – ଭୁଲ୍ ତ ମୋର ମୁଁ ତୁମକୁ କେତେ କଥା କହିଚି, ମୋତେ ପ୍ରମିଜ୍ କର ପଛ କଥା ପାଇଁ କେବେ ଗାଳି ଦେବ ନାହିଁ

ମୁଁ – ହଉ ଠିକ୍ ଅଛି କେବେ ଆଉ କିଛି କହିବି ନାହି

ଲିମା – ରଖୁଚି ବୋଉ ଡାକିଲାଣି ଆଉ ଘଣ୍ଟାଏ ପରେ କଲ୍ କରିବି

ମୁଁ- ହଉ ଯା ହେଲେ କଲ୍ କରିବୁ

ଲିମା- ହଁ ଧନ ମୋ ରାଣ କଲ୍ କରିବି

ତା ଫୋନ୍ କାଟିବା ପରେ ମୋ ଆଖିରୁ ଖୁସି ର ଲୁହ ବୋହିପଡିଲ ନିଜ କୁ ଅଟକେଇ ପାରିଲିନି, ସାଲୁ ମୋର ସବୁ କଥା ମୋପଛରେ ଠିଆ ହୋଇ ସୁନୁଥିଲା, ସେ ମୋତେ କହିଲା ଖୁସି ହବା କଥା କାନ୍ଦୁଚୁ କଣ, ମୁଁ ତାକୁ କହିଲି ପାଖରେ କୋଉଠି ମନ୍ଧିର ଅଛି କହିଲୁ ସେ ମୋତେ ରାଧା କୃଷ୍ଣ ମନ୍ଦିର କୁ ନେଇଗଲା ସେଇଠି ଠାକୁରଙ୍କୁ ମୁଣ୍ଡିଆ ମାରି ମୋ ପ୍ରେମ କୁ ପୃଣତା ଦେବା ପାଇଁ ଅନୁରୋଧ କଲି. ସେଠୁ ଆମେ ଗାଁ କୁ ଆସିଲୁ,ବାଟ ସାରା ଖାଲି ତା କଥା ଭାବୁଥାଏ, ମୋ ମନ ହୃଦୟ ଚାତକ ଯେମିତି ବର୍ଷା ପାଇଁ ଅଧିର ହୁଏ ମୁଁ ସେମିତି ତା ଫୋନ୍ କଲ୍ କୁ ଅପେକ୍ଷା କରିଥାଏ ପ୍ରତିଟି ସେକେଣ୍ଡ ରେ ଫୋନ୍ କୁ ଦେଖୁଥାଏ, ଠିକ୍ ୧ଘଣ୍ଟା ପରେ ଲିମା ର କଲ୍ ଆସିଲା, କହିଲା ସରି
ମୁଁ – ସରି କଣ ପାଇଁ

ଲିମା – ମୋର ତମକୁ ଏଇଟା ପ୍ରଥମ କଲ୍ ଥିଲା ହେଲେ ମୁଁ ତମକୁ କଷ୍ଟ ଦେଲି

ତାର ଏଇ ମିଠା କଥା ମୋତେ ପାଗଳ କରିଦଉଥାଏ

ମୁଁ – ସେଥିରେ କଣ ଅଛି ତମେ ମୋ ଭଲପାଇବା କୁ ସ୍ବୀକାର କରି ମୋ ଜୀବନ ରେ ନୂଆ ସକାଳ ଆଣି ଦେଇଛ, ସକାଳ ଆସିବା ପୃର୍ବରୁ ଅନ୍ଧାର ଥାଏ, ଅବୁଝା ମନ କୁ ତମେ ଝରା ବଉଳ ଆଣି ଦେଇଛ

ଲିମା- ରୁହ ରୁହ ମୋ ଗେଲୁ ସେଥିକି ଥାଉ ତମ ଭାବ ପ୍ରବଣତା, ତମେ ମୋର ଏ ନିରବ ମନ୍ କୁ ଏତେ ଅଶାନ୍ତ କରିଦବ ମୁଁ କେବେ ଭାବି ନଥିଲି,

ମୁଁ- ମୁଁ ଜାଣିଥିଲି ଦିନେ ଏମିତି ଏକ ଦିନ ଆସିବ ତୁମ ହୃଦୟ ସରୋବର ରେ ମୋ ପ୍ରେମ ପଦ୍ମ ଫୁଟିବ, ସେଥିପାଇଁତ ମୋର ଏ ପ୍ରତିକ୍ଷା

ଲିମା – ମୁଁ କଥା ଦଉଚି ଯୁଗ ଯୁଗ ପାଇଁ ତୁମକୁ ସାଇତି ରଖିବି ଏଇ ମୋ ହୃଦୟ ରେ

ମୁଁ- ତମେ କଣ ଖାଲି ସାଇତି ରଖି ପାରିବ ଆଉ ମୁଁ କଥା ଦଉଚି ଏ ସବୁ ଜନ୍ମ ରେ ତମ ନଁ ରେ ବଂଚିବୀ

ଏମିତି କିଛି ମିଠା କଥା ଆଉ ପ୍ରତିଶୁତି ରେ ୪୫ମିନିଟ୍ କଥା ହେଲୁ , ହେଲେ କିଏ ଜାନିଥିଲା ତାର ଏ ଭିସ୍ମ ପ୍ରତିଞା ଦିନେ ପାଣିର ଗାର ହେବ୍ ଆଉ ମୋତେ ଏ ଷ୍ଟୋରୀ ଲେଖିବାକୁ ପଡିବ, ସେ ମୋତେ ଦେଖା କରିବାକୁ କହିଲା, ମୁଁ ମନ ବି ତାକୁ ଦେଖା କରିବାକୁ ବ୍ୟାକୁଳ ହଉଥିଲା, ଗାଁ ଭିତରେ ତ ଦିନରେ ଦେଖା କରିବା ଅସମ୍ଭବ ତେଣୁ ରାତିରେ ଦେଖା ହବା ପାଇଁ ନିଷ୍ପତି ହେଲା |

ମୁଁ ସିନା କଥା ଦେଇ ଦେଲି ହେଲେ ମୁଁ କେମିତି ଯିବି ଆଉ କାଳେ କିଏ ଦେଖିଦବ ଭୟ ଲାଗୁଥିଲା, ମୋ ସାଂଗ ସାଲୁ ସେତେବେଳେ ପାଖରେ ଥିଲା ତାକୁ ସବୁ କହିଲି ସେ ମୋତେ ଯିବା ପାଇଁ କହିଲା, ଆମେ ଦି ଜଣ ଖାଇକୀ ଆସି ଗାଁ ଚଦିନୀ ରେ ବସିଲୁ ସବୁ ସାଂଗ ମାନେ ଖଟି କରି ଚାଲିଗଲେ କିନ୍ତୁ ଆମେ ଦୁଇ ଜଣ ରହିଗଲୁ, କଥା ଅନୁସାରେରେ ମୁଁ ତାକୁ କଲ୍ କଲି ତାଙ୍କ ଘର ପଛ ପଟ ଅଧା ଗଢା ଘରକୁ ଆସିବାକୁ, ସାଲୁ ସେଇଠି ବାହାରେ ଠିଆ ହେଇକି ଜଗିଲା ଆଉ ଆଉ ଆମେ ଦିଜଣ ଭିତର କୁ ଗଲୁ ପ୍ରଥମେ ଦୁହେଁ ଦୁହିଁ କୁ କିଛି ସମୟ ପାଇଁ ଦେଖିଲୁ, ମୁଁ ତାକୁ I love you କହିଲି ସେ ବି ମୋତେ… ତା ଆଖି କୁ ଦେଖି ମୋ ଆଖିରେ ମାଦକତା ଭାରି ଯାଉଥିଲା, ସେ ହଠାତ୍ ଯିବା ପାଇଁ କହିଲା ମୁଁ- କହିଲି ଏବେ ଆସିଚ ଆଉ ଏବେ ଚାଲିଯିବ, ତା ଛାତି ର ସ୍ପନ୍ଦନ ରୁ ଜଣା ପଡୁଥିଲା ସେ ବହୁତ ଡରୁଥିଲା . ମୁଁ ତା ହାତ ଦୁଇଟା କୁ ଧରି କହିଲି ମୁଁ ପରା ଅଛି, କହି ତାକୁ ମୋ ଛାତି ଉପରକୁ ଟାଣି ଆଣିଲି ତାକୁ ଆଖି ଦିଟା ଲାଜ୍ ରେ ବନ୍ଧ ହେଇଗଲା, ସେ କହିଲା ଏ ତୁମେ ଏତେ ଦୁଷ୍ଟ କେବେଠୁ ହେଲନି, ମୁଁ କହିଲି ତମ ଭଳି ସୁନ୍ଦରୀ ପାଖରେ ପାଇ ମୁଁ ଦୁଷ୍ଟ ହବାକୁ ବାନ୍ଧ୍ୟ କରିଚ, ବର୍ଷା ରୁତୁ ଆସସିବା ଆଗରୁ ମୁଁ ଭିଜି ସରିଲିନି, ଏତିକି କହି ମୁଁ ମୋ ଓଠ କୁ ତା ଗୋଲାପି ଓଠ ସହ ମିଲନ୍ କରିଦେଲି ସେବି ସାତ୍ ଦେଲା, ଆମ ଏ ଓଠ ଓଠ ରେ ଭାବ ର ଆଦାନ ପ୍ରଦନ ପାଖା ପାଖୀ ୧୦-୧୫ ମିନିଟ୍ ପର୍ଯନ୍ତ ଚାଲିଲା,ମୁଁ ପ୍ରେମ କୁ ଏକ ପବିତ୍ର ବନ୍ଧନ ବୋଲି ଭାବି ଆଉ ଆଗକୁ ଯିବାକୁ ବାରଣ କଲା .
ମୁଠାଏ ସପନ୍ କୁ ନେଇ ମୋ ପ୍ରେମ ଆଗେଇ ଚଲିଥାଏ, କିଛିଦିନ ପରେ ତାର +୨ ସରିଗଲା, ତାର ଘରେ ତାକୁ ରମାଦେବୀ ମହିଳା ବିଷ୍ବ୍ ବିଦ୍ୟାଳୟ ରେ ଆଡମିସନ୍ କରିବାକୁ କହିଲେ, ଫୁଣି ଠାରେ ଟିକିଏ ଦେଖା ସାକ୍ଷାତ୍କାର ପାଇଁ ବିରହ ନିଆଁରେ ଜଳିବାକୁ ପଡ଼ିବ, ହେଲେ ତାର କମ୍ ମାର୍କ ଥିବା ଯୋଗୁ ସେଠି ଆଡମିସନ୍ ହେଇପରିଲାଣି ସେ ଆମ ଗାଁ ପାଖ କଳେଜ୍ ରେ ପଢିଲା. ୟା ଭିତରେ ମୋର ଗୋଟେ ଭଲ୍ କମ୍ପନୀ ରେ ଜବ୍ ମିଳିଗଲା ଆଉ ସେବି ଖୁସ୍. ହେଲେ ମୁଁ ତାକୁ ପଚାରିଲି ମୋର ଏ ପ୍ରାଇଭେଟ ଜବ୍ ରେ କଣ ତମ ଘରେ ରାଜିହେବେ, ସେ ଉତ୍ତର ଦେଇ କହିଲା ମୁଁ ଘରେ ବୁଝେଇଦେବି ଘରେ ତାପରେ ବି ଘରେ ରାଜି ନହେଲେ ତମେ ସହ ପଲେଇବି, ମୁଁ କହିଲି ହଉ ଦେଖାଯାଉ , ସେ କହିଲା ଏତେ ବ୍ୟଗ୍ର କଣ ପାଇ ମୁଁ ଏବେ ମ୍ୟାରେଜ୍ କରିବିନି, ମୋର +୩ ସରିଲେ ଯାହା ହବ. ଏମିତି ରେ ମୋର ୨୦୧୬ ସବୁଠୁ ଭଲ ବର୍ଷ ଭାବେ ବିଦାୟ ନେଲା, ହେଲେ ୨୧୦୭ ମୋ ଜୀବନ ଆକାଶ ରେ କଲା ବାଦଲ ଛାଇଗଲା, ଗାଁ ପାଖ ବଜାରେ ଗୋଟେ ଟ୍ରାଭେଲ୍ ଏଜ୍ନେସି ଫ୍ରାଚାଇଜ୍ ପାଇଁ ଆବେଦନ ପତ୍ର ଦଖାଲ୍ କଲି, ଯେହେତୁ ସେଇ କମ୍ପାନୀ ର ଆଉ ଜଣେ ଆମ ଏରିଆ ରେ ଫ୍ରାଚାଇଜ ଥିଲା ସେଥି ପାଇଁ ମୋତେ ଅଥରିଟି ମିଳିବା କଷ୍ଟ ହେଲା ଏବଂ ମୋ ଫ୍ରାଚାଇଜ ର ଭବିଶ୍ୟତ ଅନ୍ଧାର କୁ ଠେଳିହେଇ ଗଲା . ତା ମୋ କଥା ମୋ ସାଂଗ ସାଲୁ ର ଟିକିଏ ଭୁଲ୍ ପାଇଁ ଗାଁ ରେ ପ୍ରଘଟ ହେଇଗଲା. ତାଙ୍କ ଘରେ ବି ଟିକେ ଟିକେ ସନ୍ଧେହ ଆରମ୍ଭ କରିଦେଲେ. ତା ଦାଦ ପୁଅ ଭାଇ ଜଣେ ଭଲ software engineer ସେ ବାଂଗଲୋର ରେ ରୁହନ୍ତି ସେ ଥରେ ଗାଁ କୁ ଆସିଥିଲେ ଆମ ପ୍ରେମ ବୀଷୟରେ ବି ଗାଁ ରୁ ଶୁଣି ଗାଁ ରେ କହିଲେ ଆଉ ସେଇଦିନ ମୋ ପ୍ରେମ ମରିଗଲା, ସେ ସବୁଦିନ କଥା ହେଇ ସାରୀ ସବୁ କଲ୍ ବିବରଣୀ ଡିଲିଟ କରିଦିଏ କିନ୍ତୁ ସେଦିନ ଡିଲିଟ୍ କରିବାକୁ ଭୁଲି ଯାଇଥିଲା ଆଉ ତା ଭାଇ ଫୋନ୍ ନେଇ କଲ୍ ଲିଷ୍ଟ ଚେକ୍ କଳେ ଆଉ ଅଧିକ କଲ୍ ଯାଇଥିବା ନମ୍ବର କହାର ବୋଲି ପଚାରିବାରୁ ସେ କହିଲା କିଏ ଜଣେ ମୋତେ ହିରାଣ କରୁଚି ବୋଲି କହିଲା , ସେଠୁ ସେମାନେ ମୋତେ କଲ୍ କଲେ , ସେଇ ନମ୍ବର ରେ ମୁଁ ତାକୁ କେବଳ କଲ୍ କରେ ତ ମୁଁ ଜାଣିଗଳି ଯେ କିଛି ଅସୁବିଧା ହେଇଚି ତାକୁ ରକ୍ଷା କରିବାକୁଯାଇ ମୁଁ ମୋ ପରିଚୟ ଦେଲି ନାହି. କିନ୍ତୁ ସେମାନେ sure ଥିଲେ କି ମୁଁ ବୋଲି. ତାପରେ ତା ଘର ଲୋକେ ଆମ ଘରେ ଆସି ଧମକ ଦେଳେ କହିଲେ ମୋତେ ମାରିଦେବେ ବୋଲି ଆଉ ତାକୁ ଭୁଲିଯିବା ପାଇଁ କହିଗଲେ. ଆଉ ତା ବହାଘର ଟିକ୍ କରିଦେଲେ ମୋତେ ଏସବୁ ଯେତେ ଯନ୍ତ୍ରଣା ଦେଇନଥିଲା ସେ ବହାଘର ପାଇଁ ରାଜି ହେଇଗଲା ସେ କଥା ଅଧିକା ଯନ୍ତ୍ରଣା ଦେଲା, ସେତେବେଳେ ତାର +୩ 2ୟ ବର୍ଷ ଚାଲିଥାଏ ସେ କିଛିବି କରିପାରିଥାନ୍ତା କିନ୍ତୁ ସେ କୌଣସି ବି ଚେଷ୍ଟା କଲାଣି, ତାକୁ ଏକଥା ବି କହିଲି ସେ ପୁଅ ର କିଡିନ୍ ପ୍ରୋବ୍ଲେମ ଅଛି କିନ୍ତୁସେ ଭାବିଲା ମୁଁ ତା ବାହାଘର ଭାଗିବା ପାଇଁ ଏମିତି କହୁଚି . ରାଗ ରେ ମୁଁ ନିଜେ ଜଲୁଥାଏ କିନ୍ତୁ କିଛି କରିପାରୁନଥାଏ, ତାକୁ ମୋ ସହ ପଲେଇଯିବା କୁ କହିଲି କିନ୍ତୁ ସେ ଆସିଲା ନାହି ମୁଁ ଖବର ନେଲି ଯେ ସେ ଗାଁ ରେ ନାହି ମୋତେ ମିଛ କହିଥିଲା. ମୁଁ ପ୍ରତିଶୋଧ ନିଆ ରେ ଜଲୁଥାଏ. ସହରୀ ସେ ମନ ରେ ବୋଧେ ମୋ ପ୍ରତି କିଛି ମୁଲ୍ ନାହି ବୋଲି ଭାବିନେଲି. ତା ବାପାଙ୍କର ଦୁଇ ଗୁଣ୍ଡା ଯେ କି ଆମ ସାହିର ମନୋଜ ଏବଂ ସୁଶାନ୍ତ ମୋ ଉପରେ କଡା ନଜର ରଖିଲେ. ଆଉ ସେଶ ରେ ସେ ବଧୂ ବେଶ ରେ ଶାଶୁ ଘରକୁ ଚାଲିଗଲା.

ଇଏତ ଥିଲା ମୋ ଲଭ ଷ୍ଟୋରୀ… ପାର୍ଟ ୨ ରେ କହିବି ମୁଁ କେମିତି ତାଠୁ ପ୍ରତିଷୋଧ ନେଲି ଏବଂ ମୋର ପବିତ୍ର ପ୍ରେମ ଦୈହିକ ସମ୍ପର୍କ ର ରୁପ ନେଲା.

ମୋ କାହାଣୀ କେମିତି ଲାଗିଲା କମେଣ୍ଟ ବକ୍ସ ରେ ଜଣାନ୍ତୁ……..
HOME
1